25.1 C
Bhubaneswar
Saturday, February 14, 2026
Homeଓଡିଶାଖୁବଶୀଘ୍ର ୧୮୪୦ ଡାକ୍ତର ନିଯୁକ୍ତ ହେବେ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଖୁବଶୀଘ୍ର ୧୮୪୦ ଡାକ୍ତର ନିଯୁକ୍ତ ହେବେ: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ହେଲ୍‌ଥ କନକ୍ଲେଭରେ  ଯୋଗଦେଲେ  ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ।  ସବୁ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ପରିକଳ୍ପନା । ଓରାଲ କ୍ୟାନସରଷ୍ଟ୍ରିପ ଆୟୁଷ୍ମାନ ମନ୍ଦିରରେ ଉପଲବ୍ଧ । ମେଡିକାଲ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବାକୁ ଯାଉଛି ।  ନୂଆ ମେଡିକାଲ କଲେଜ ଖୋଲିବ । ୪ଟି ନୂଆ ଡେଣ୍ଟାଲ ମେଡିକାଲ କଲେଜ ମଧ୍ୟ ଖୋଲିବ ।  ରାଜ୍ୟରେ ମେଡିକାଲ କଲେଜ ପିନ୍ଧି ସିଟରେ ବୃଦ୍ଧି କରାଯିବ । ପୂରା ଓଡିଶାରେ ୧୫ଟି ନର୍ସିଂ କଲେଜ ଚାଲିବ ।  ନର୍ସିଂ କ୍ଷେତ୍ରରେ ଆଗାମୀ ଦିନରେ କେରଳ ମଡେଲ ଗ୍ରହଣ କରାଯିବ । ଖୁବଶୀଘ୍ର ୧୮୪୦ ଡାକ୍ତର ନିଯୁକ୍ତ ହେବେ । ଆୟୁର୍ୱେଦିକ ଓ ହୋମିଓପାଥିକୁ ଆଗକୁ  ବଢାଯିବ । ଆଧୁନିକ ଚିକିତ୍ସା ପ୍ରଣାଳୀରେ ଏଆଇର ବ୍ୟବହାର କରାଯିବ । ଆୟୁଷ୍ମାନ  ବୟୋବନ୍ଦନା କାର୍ଡ ଘରେ ବସି ଡାଉନଲୋଡ କରିପାରିବେ । ଆୟୁଷ୍ମାନ ବାରତ ଯୋଜନାରେ ଦ୍ୱିତୀୟରେ ଓଡିଶା । ଡିପ୍ରେସନ କମାଇବା ପାଇଁ ଟେଲି ମାନଓ ବ୍ୟବସ୍ଥା । ଫୋନ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking