25.1 C
Bhubaneswar
Thursday, February 5, 2026
Homeଓଡିଶାମାଟି ଅତଡା ଖସି ୬ ବର୍ଷର ଶିଶୁ ମୃତ

ମାଟି ଅତଡା ଖସି ୬ ବର୍ଷର ଶିଶୁ ମୃତ

କଲ୍ୟାଣସିଂହପୁର: ମାଟି ଅତଡା ଖସି ୬ ବର୍ଷର ଶିଶୁ ମୃତ୍ୟୁବରଣ କରିଥିବା ନେଇ ସୂଚନା ମିଳିଛି । ପାଲମା ପଞ୍ଚାୟତ ପଙ୍ଗେଲି ଗାଁର ଶିଶୁ ବୋଲି ଜଣାପଡିଛିା ନାଗାବଳୀ ନଦୀରେ ଗାଧୋଇବା ବେଳେ ମାଟି ଆତଡା ଖସି ଶିଶୁଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking