ପାରାଦ୍ୱୀପ: ପାରାଦ୍ୱୀପରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଖବର । ନାବାଳିକାଙ୍କ ଅଶ୍ଳୀଲ ଫଟୋ ଭାଇରାଲ୍ କରି ବନ୍ଧା ହେଲା ଯୁବକ। ବିଜୟୱାଡାରୁ ଗିରଫ କରି ଆଣିଲା ପାରାଦ୍ୱୀପ ଲକ୍ ଥାନା ପୋଲିସ । ଗିରଫ ଯିବକ ଜଣଙ୍କ କେନ୍ଦ୍ରପଡା ଗରାପୁର ଗାଁ ବୋଲି ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










