25.1 C
Bhubaneswar
Thursday, February 5, 2026
Homeଓଡିଶାରକ୍ଷାବନ୍ଧନରେ ତାରାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପ୍ରଭାତୀ

ରକ୍ଷାବନ୍ଧନରେ ତାରାଙ୍କ ହାତରେ ରାକ୍ଷୀ ବାନ୍ଧିଲେ ପ୍ରଭାତୀ

କୋରାପୁଟ : ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ। ସବୁ ଅଭିମାନକୁ ଦୂର କରି ଭଉଣୀ ଭାଇ ହାତରେ ରଖି ବାନ୍ଧି ଶୁଭ ମନାସି ଥାଏ । ଏହି ଅବସରରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଏମିତି କିଛିି ଦୃଶ୍ୟ ମିଳିଛି କୋରାପୁଟର ଜୟପୁରରେ। ଯେଉଁଠି ଭାଜପା ନେତ୍ରୀ ପ୍ରଭାତୀ ପରିଡ଼ା କଂଗ୍ରେସ ନେତାଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି। ଆଉ ପରେ ତାର ବାହିନୀପତି , ପ୍ରଭାତୀ ପରିଡାଙ୍କୁ ଆଶୀର୍ବାଦ କରିଛନ୍ତି । ସେହି ସମୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking