ଲକ୍ଷ୍ମୀପୁର: ବନ୍ଦ ଘରେ ଲାଇଭ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ । ନାରାୟଣ ପାଟଣା ଥାନା ପଥର ଦେଉଳ ସାହିରେ ଅଭାବନୀୟ ଘଟଣା ଘଟିଛି । ସୋସିଆଲ ମିଡିଆରେ ପୋଷ୍ଟ କରି ଏମବିକେଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥଆରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୬ ବର୍ଷ ଧରି ଉପରିସ୍ଥ ଅଧିକାରୀ ନିଯାତନା ଦେଉଥିବା ଅଭିଯୋଗ ରହିଛି । ଶାରୀରିକ ମାନସିକ ନିର୍ଯାତନା ଅଭିଯୋଗ କଲେ । ବିଏଲସି ଓ ବିପିଏମ ଦାୟୀ ବୋଲି କହି ସୋସିଆଲ ମିଡିଆରେ ଛାଡିଲେ ।









