25.1 C
Bhubaneswar
Friday, December 12, 2025
Homeଓଡିଶାସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ

ସମୁଦ୍ରରେ ବୁଡି ପର୍ଯ୍ୟଟକ ମୃତ

ପୁରୀ: ପୁରୀ ସମୂଦ୍ରରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର । ସମୁଦ୍ରରେ ସ୍ନାନ ବେଳେ ବୁଡି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ସୂମନା ମିଳିଛି । ପିଙ୍କ ହାଉସ୍ ସମ୍ମୁଖ ବେଳାଭୂମି ପାଖ ସମୁଦ୍ରରେ ଘଟିଛି ଏହି ଅଘଟଣ । ମୃତ ପର୍ଯ୍ୟଟକ ଜଣକ ଛତିଶଗଡର ବାସିନ୍ଦା ହୋଇଥିବା ନେଇ ସୂଚନା ମିଳିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking