14.1 C
Bhubaneswar
Saturday, December 6, 2025
Homeଓଡିଶାଏଫଏମ ଛାତ୍ରୀ ମୃତ୍ୟୁ : କ୍ରାଇବ୍ରାଞ୍ଚ ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ

ଏଫଏମ ଛାତ୍ରୀ ମୃତ୍ୟୁ : କ୍ରାଇବ୍ରାଞ୍ଚ ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ

କଟକ: ଏଫଏମ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । ଏସଆଇଟି ତଦନ୍ତ ଆବଶ୍ୟକତା ନାହିଁ ବୋଲି କହିଲେ ହାଇକୋର୍ଟ  ।  ଓଡିଶା ବନ୍ଦ ଆନ୍ଦୋଳନ ପାଇଁ ବିରୋଧୀ ଦଳକୁ ନୋଟିସ ଦିଆଯାଇଛି । ଏଫ ଏମ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ବେଶ ସରବରାହ  ଦେଖାଦେଇଛି । ଏଥିପାଇଁ ବିରୋଧୀ ଦଳ  ପ୍ରତିବାଦ କରିଥିଲେ । କଂଗ୍ରେସ ଓଡିଶା ବନ୍ଦ ଡାକରା ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking