21.1 C
Bhubaneswar
Friday, February 6, 2026
Homeଓଡିଶାଖୁଡି ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା

ଖୁଡି ଓ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା

ପଦ୍ମପୁର: ଦାଦା, ଖୁଡି ଓ ଭଉଣୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ପୁତୁରା । ଘଟଣାସ୍ଥଲରେ ଖୁଡି ଓ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ଦାଦା ଗୁରୁତର ଅଛନ୍ତି । ପଦ୍ମପୁର ଥାନା ପଥୁରା ଗାଁରେ ହତ୍ୟାକାଣ୍ଡ ଘଟିଛି । ଆକ୍ରମଣ ପରେ ଅଭିଯୁକ୍ତ ପୁତୁରା ପୋଲିସ ଷ୍ଟେସନ ଯାଇ ଆତ୍ମସମର୍ପଣ କରିଛି । ସୂଚନା ଅନୁସାରେ, ଛତୁକୁ ନେଇ ଦାଦା ପୁତୁରାଙ୍କ ମଧ୍ୟରେ ହୋଇଥିଲା ଝଗଡା ଯାହା ପରେ ଝଗଡା ହତ୍ୟାକାଣ୍ଡରେ ପରିଣତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking