27.1 C
Bhubaneswar
Monday, December 8, 2025
Homeଓଡିଶାଭିଜିଲାନ୍ସ ଜାଲରେ ଡିଏଫଓ

ଭିଜିଲାନ୍ସ ଜାଲରେ ଡିଏଫଓ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଚଢାଉ କରିଛି ଭିଜିଲାନ୍ସ । ଅନୁଗୁଳ, କେନ୍ଦୁଝର, ନୟାଗଡର ୭ଟି ସ୍ଥାନରେ ରେଡ କରାଯାଇଛି ।ଚଢ଼ାଉ ବେଳେ 3 ଜଣ ଡିଏସ୍ଏସ୍ପି, 10 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । କୁବେର ଡିଏଫଓ ନିତ୍ୟାନନ୍ଦ ନାୟକଙ୍କର ୧୧୫ ପ୍ଲଟ ଠାବ ହୋଇଛି । ନିଜ ନାଁରେ ୫୩, ପତ୍ନୀଙ୍କ ନାଁରେ ୪୨ ପ୍ଲଟ, ଦୁଇ ପୁଅଙ୍କ ନାଁରେ ୧୬ ପ୍ଲଟ, ଠିଅ ନାଁରେ ୪ ପ୍ଲଟ ଠାବ ହୋଇଛି । ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗ ଫୁଟର ୪ ମହଲା କୋଠା ରହିଛି । ୧ ଲକ୍ଷ ୧୯ ହଜାର ଟଙ୍କା ଠାବ ହୋଇଛି । ଯାଞ୍ଚ ଜାରି ରହିଛି ।  ଅନୁଗୁଳରେ ଏକ ଚାରି ମହଲା କୋଠା ରହିଛି , ଅନୁଗୁଳ ରେ ପୈତୃକ ଘର , ଆଙ୍ଗୁଲ ଜଗନ୍ନାଥପୁରରେ ତାଙ୍କ ଶାଶୁଙ୍କ ଘର ,DFO, କେନ୍ଦୁ ପତ୍ରର, କେଓନହାର,କେନ୍ଦୁଝର ରେ ସରକାରୀ ଆବାସିକ କ୍ୱାର୍ଟର୍,ନୟାଗଡ଼ର କୋମାଣ୍ଡା ଠାରେ ତାଙ୍କ ପୁଅର ଆବାସିକ ଘର, ଏବଂ ପୁଅର ଅଫିସ୍ ଚାମ୍ବର ରହିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking