24.1 C
Bhubaneswar
Monday, March 23, 2026
Homeଓଡିଶାଇଡି ସ୍କାନରରେ ରାଜା ଚକ୍ରଙ୍କ ବ୍ୟବସାୟ ସାମ୍ରାଜ୍ୟ

ଇଡି ସ୍କାନରରେ ରାଜା ଚକ୍ରଙ୍କ ବ୍ୟବସାୟ ସାମ୍ରାଜ୍ୟ

ଭୁବନେଶ୍ୱର: ଇଡି ସ୍କାନରରେ ରାଜା ଚକ୍ରଙ୍କ ମାଇନିଂ, ମଦ ଓ ପରିବହନ ବ୍ୟବସାୟ। କାଲି କେନ୍ଦୁଝର ଓ ଭୁବନେଶ୍ବରରେ ଇଡି ରେଡ୍‌ରୁ ମିଳିଲା ସାଙ୍ଘାତିକ ତଥ୍ୟ। ନକଲି କାଗଜପତ୍ର ଦେଖାଇ କୋଟି କୋଟି ଟଙ୍କାର ହୋଇଛି ହେରଫେର୍‌। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ ହୋଇଛି କୋଟି କୋଟି ଟଙ୍କାର ଅନିୟମିତତା । ଅଫିସ୍ ବିଅରର୍ ନଥିଲେ ବି ସୋସାଇଟିକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ରାଜା ଚକ୍ର। ରାଜାଙ୍କ ୭୦ରୁ ଊର୍ଦ୍ଧ୍ବ ଗାଡ଼ି, ଅଧିକାଂଶ ଗାଡ଼ିର ଶେଷ ରେଜିଷ୍ଟ୍ରେସନ ନମ୍ବର ୨୧। ସ୍ତ୍ରୀ ନାଁରେ ଲାଇସେନ୍ସ ଖୋଲି ମଦ ବ୍ୟବସାୟୀ ଚଳାଇଥିଲେ ରାଜା ଚକ୍ର। ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସହ ଡିଜିଟାଲ୍ ଡିଭାଇସ୍ ଜବତ କରିଛି ଇଡି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking