16.1 C
Bhubaneswar
Sunday, December 7, 2025
Homeଓଡିଶାଅଗଷ୍ଟ ମାସରେ ରତ୍ନଭଣ୍ଡାର ଗଣତି ମଣତି: ଆଇନ ମନ୍ତ୍ରୀ

ଅଗଷ୍ଟ ମାସରେ ରତ୍ନଭଣ୍ଡାର ଗଣତି ମଣତି: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ମାସରେ ରତ୍ନଭଣ୍ଡାର ଗଣତି ମଣତି ।  ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି କାମ ସରିଲା ।  ଉଚ୍ଚ ସ୍ତରୀୟ କମିଟି ବୈଠକରେ ଚୂଡାନ୍ତ  ନିଷ୍ପତ୍ତି ହେବ । ୨ ଜଣ ବିଶେଷଜ୍ଞ ଦେବାକୁ ଆରବିଆଇକୁ ଚିଠି ଲେଖାଯିବ । ଅଳଙ୍କାର ରଖିବାକୁ ନୂଆ ସିନ୍ଦୁକ ପ୍ରସ୍ତୁତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking