27.1 C
Bhubaneswar
Tuesday, March 31, 2026
Homeଓଡିଶାପାଳଛତୁ ଖାଇ ୫ ଅସୁସ୍ଥ

ପାଳଛତୁ ଖାଇ ୫ ଅସୁସ୍ଥ

ନବରଙ୍ଗପୁର: ପାଳଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଅସୁସ୍ଥ। ଏହି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରର ରାଇଘର ବ୍ଲକ ମାରଙ୍ଗପାଲି ଗାଁରେ। ଏହି ଗାଁର ଗୋଟିଏ ପରିବାରର ୫ ଜଣ ପାଳଛତୁ ଖାଇ ହଠାତ ଝାଡ଼ାବାନ୍ତିର ଶିକାର ହୋଇଥିଲେ। ଦେହ ଏତେ ମାତ୍ରାରେ ଖରାପ ହୋଇଗଲା ଯେ, ସେମାନଙ୍କୁ ରାଇଘର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବାକୁ ପଡିଲା। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ଏସବୁ କାହିଁକି ହେଲା ଏଯାଏଁ ସ୍ପଷ୍ଟ ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking