19.1 C
Bhubaneswar
Sunday, February 8, 2026
Homeଓଡିଶାଦୁର୍ଘଟଣା: ୨ ମୃତ, ୪ ଗୁରୁତର

ଦୁର୍ଘଟଣା: ୨ ମୃତ, ୪ ଗୁରୁତର

ସୁନ୍ଦରଗଡ: ସୁନ୍ଦରଗଡ କୋଇଡାରେ ଦୁର୍ଘଟଣା । ଏକ ମାରୁତି ଓମିନି ଗାଡିକୁ ହାଇୱା ଧକ୍କା ଦେବାରୁ  ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ  ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । କୋଇଡା ଥାନା ଏରିଏନ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଓମିନି ଗାଡିଟି ସମ୍ପୁଣ୍ଣ ଚୁରମାର ହୋଇଯାଇଛି । ଆହତମାନଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇୱା ଡ୍ରାଇଭରକୁ ଅଟକ ରଖି  ପୋଲିସ ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking