17.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଯୁବକଙ୍କୁ ଛୁରାମାଡ: ଅଭିଯୁକ୍ତ ଗିରଫ

ଯୁବକଙ୍କୁ ଛୁରାମାଡ: ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦ ବର୍ଷୀୟ ଯୁବକଙ୍କୁ ଛୁରାମାଡ ।    ଶୁକ୍ରବାର ରାତିରେ  ଗୀତା କଲୋନୀରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏନେଇ ପୋଲିସ ସ୍ଥାନୀୟ  ଅଞ୍ଚଳକୁ କଡା ସୁରକ୍ଷାରେ ରଖିଛି । ଶୁକ୍ରବାର ବିଳମ୍ବିତ ରାତିରେ ଯୁବକ ଜଣଙ୍କ ସ୍କୁଟରରେ  ଘରକୁ ଫେରୁଥିଲେ ।    ସେହି ସମୟରେ ଅନ୍ୟ ଜଣେ ଯୁବକ ଆସି  ସ୍କୁଟରକୁ ଧକ୍କା ଦେଇ  କଳହ ସୃଷ୍ଟି କରିଥିଲା ।  ତାପରେ ଯୁବକକୁ ସେଠାରେ ଛୁରୀ ଭୁସିଥିଲେ ।  ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ମେଡିକାଲରେ  ପହଞ୍ଚିଥିଲେ ।   ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ପୋଲିସ ତିନି ଅଭିଯୁକ୍ତକୁ ଧରି ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ  ଜଣେ ନାବାଳକ  ରହିଛନ୍ତି ।  ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି  ଅଭିଯୁକ୍ତକୁ ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking