ପୁରୀ: ପୁରୀ ରଥଯାତ୍ରା ସମୟରେ ଗଡିବ ୩୬୫ଟି ସ୍ୱତନ୍ତ୍ର ଟ୍ରେନ । ପୂର୍ବତଟ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଚଳାଚଳ କରିବ । ପଡୋଶୀ ଆନ୍ଧ୍ର, ଛତିଶଗଡ, ପଶ୍ଚିମବଙ୍ଗରୁ ବି ଗଡିବ ଟ୍ରେନ । ପଲାସା, ବିଶାଖାପାଟଣା, ଜଗଦଲପୁର, ଗୋଣ୍ଡିଆ ଓ କେଲକାତାରୁ ଗଡିବ ଟ୍ରେନ ।