29.1 C
Bhubaneswar
Sunday, February 8, 2026
Homeଓଡିଶାନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା!

କେନ୍ଦୁଝର:  ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା  ହୋଇଥିବା  ଅଭିଯୋଗ ହୋଇଛି ।  କେନ୍ଦୁଝର ଜିଲ୍ଲା  ପଣ୍ଡାପଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି ।  ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ  ୨ ଜଣଙ୍କୁ ଅଟକ ରଖି  ପୁଲିସ ପଚରାଉଚରା କରୁଛି ।  ସ୍ଥାନୀୟ ଅଞ୍ଚଳରେ  ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking