ରାଉରକେଲା: ମାଓବାଦୀ ୪ ଟନ ବିସ୍ଫୋରକ ସାମଗ୍ରୀ ଲୁଟ ଘଟଣାରେ ବଡ ଗାଁର ବିସ୍ଫୋରକ ଗୋଦାମ ମାଲିକ ଶବଣ ଅଗ୍ରୱାଲ ଗିରଫ ହୋଇଛନ୍ତି । ଗୋଦାମ ମାଲିକଙ୍କୁ ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରୁଥିଲା ଏସଆଇଟି । ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ ଡ୍ରାଇଭର ଅଟକ ଥିବା ସୂଚନା ରହିଛି । ପୂର୍ୱରୁ ବିସ୍ଫୋରକ ଗୋଦାମକୁ ସିଲ କରିଛି ସୁନ୍ଦରଗଡ ପୋଲିସ ।










