21.1 C
Bhubaneswar
Friday, December 19, 2025
Homeଓଡିଶାଶିବଗଙ୍ଗାରେ ବୁଡି ଗଲେ ୪: ଜଣେ ମୃତ

ଶିବଗଙ୍ଗାରେ ବୁଡି ଗଲେ ୪: ଜଣେ ମୃତ

ଭଦ୍ରକ: ଆଖଣ୍ଡଳମଣୀ ଶିବଗଙ୍ଗା ପୋଖରୀରେ ବୁଡିଗଲେ ୪ ଯୁବକ । ବୁଡିଯାଇଥିବା୪ ଜଣଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କଲେ ଲୋକେ । ମେଡିକାଲରେ ଜଣଙ୍କୁ ମୃତ ଘୋଷଣା କଲେ ଡାକ୍ତର । ବାକି ୩ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମନ୍ଦିର ବୁଲିବାକୁ ଯାଇଥିଲେ ୪ ଜଣ । ମନ୍ଦିର ବୁଲିବାକୁ ଯାଇ ପୋଖରୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ପହଁରା ଆସୁନଥିବାରୁ ବୁଡି ଯାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking