19.1 C
Bhubaneswar
Saturday, February 7, 2026
Homeଓଡିଶାଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲାର ନିଳଗିରିରେ ଥିବା କୁଳଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ । ବେତେଇ ବିଟ୍ ଚେମଚଠାରୁ ଗିରଫ କଲା ବନବିଭାଗ । ୧୫ ରୁ ଅଧିକ ଟ୍ରାପ୍ କ୍ୟାମେରା ଚୋରି କରିଥିଲେ । ଶିକାରୀଙ୍କ ନିକଟରୁ ବନ୍ଧୁକ, ଧନୁ ତୀର ଜବତ କରିଛି ବନବିଭାଗ । ଯାଞ୍ଚ କରି ସିସିଟିଭି ଫୁଟେଜ ଆଧାରରେ ବନବିଭାଗର କାର୍ଯ୍ୟନୁଷ୍ଠାନ । ଅଧକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking