17.1 C
Bhubaneswar
Sunday, December 21, 2025
Homeଓଡିଶାଅନ୍ୟାୟ ହେଲେ ୨୦ ସାଂସଦ ଓଲଟିଯିବେ: ସପ୍ତଗିରି

ଅନ୍ୟାୟ ହେଲେ ୨୦ ସାଂସଦ ଓଲଟିଯିବେ: ସପ୍ତଗିରି

କୋରାପୁଟ: ମୋଦୀଙ୍କ ପୋଲାଭରମ ପ୍ରକଳ୍ପ ସମୀକ୍ଷା ପ୍ରସଙ୍ଗରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୋଲାଭରମକୁ ନେଇ ଓଡିଶା ମୁଖ୍ୟମନ୍ତ୍ରୀ ପାଟି ଖୋଲୁନାହାନ୍ତି । ନବୀନ ବାବୁଙ୍କର  ବି ସମାନ ପଲିସି ଥିଲା । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷାକୁ ସ୍ୱାଗତ କରୁଛୁ । ଓଡ଼ିଶା ପ୍ରତି ଅନ୍ୟାୟ ନକରାଯାଉ । ଅନ୍ୟାୟ ହେଲେ ୨୦ ସାଂସଦ ଓଲଟିଯିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking