23.1 C
Bhubaneswar
Monday, December 22, 2025
Homeଦେଶ ବିଦେଶଭାରତ ଏବଂ ପାକିସ୍ତାନ ଅଟାରୀ–ୱାଘା ସୀମାରେ ରେଞ୍ଜରଙ୍କ ଅଦଳ ବଦଳ

ଭାରତ ଏବଂ ପାକିସ୍ତାନ ଅଟାରୀ–ୱାଘା ସୀମାରେ ରେଞ୍ଜରଙ୍କ ଅଦଳ ବଦଳ

ନୂଆଦିଲ୍ଲୀ: ବୁଧବାର ଦିନ ପାକିସ୍ତାନ ବିଏସଏଫ ଯବାନ ପୂର୍ଣ୍ଣମ କୁମାର ଶାଙ୍କୁ ଫେରାଇ ଦେବା ପରେ , ଭାରତ ପ୍ରାୟ ଦୁଇ ସପ୍ତାହ ଧରି ଅଟକ ଥିବା ଜଣେ ପାକିସ୍ତାନୀ ରେଞ୍ଜର୍ସ ଟ୍ରୁପରଙ୍କୁ ମଧ୍ୟ ମୁକ୍ତ କରିଛି। ଅମୃତସର ନିକଟସ୍ଥ ଅଟାରୀ-ୱାଘା ସୀମାରେ ଏହି ବିନିମୟ ଘଟିଥିଲା ।

ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ନ୍ତର୍ଜାତୀୟ ସୀମା ନିକଟରେ ବିଏସଏଫ କର୍ମଚାରୀମାନେ ପାକିସ୍ତାନୀ ରେଞ୍ଜରଙ୍କୁ ଗିରଫ କରିଥିଲେ । ୨୨ ଏପ୍ରିଲରେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପ୍ରତିଶୋଧ ଭାରତ “ଅପରେସନ୍ ସିନ୍ଦୂର” ମାଧ୍ୟମରେ ନେଇଥିଲା । ଗତ ଶନିବାର ଦିନ ଅସ୍ତ୍ରବିରତି ଚୁକ୍ତିନାମା ଘୋଷଣା କରାଯାଇଥିଲା । ଯେଉଁଥିରେ ଉଭୟ ପକ୍ଷ ସ୍ଥଳ, ଆକାଶ ଏବଂ ଜଳରେ ସମସ୍ତ ସାମରିକ କାର୍ଯ୍ୟକଳାପ ବନ୍ଦ କରିବାକୁ ରାଜି ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking