23.1 C
Bhubaneswar
Sunday, December 21, 2025
Homeଓଡିଶାବଜରଙ୍ଗ ଦଳ ଶାଖା ଉଦ୍‌ଘାଟନ

ବଜରଙ୍ଗ ଦଳ ଶାଖା ଉଦ୍‌ଘାଟନ

ଯାଜପୁର: କୋରାଇ ପ୍ରଖଣ୍ଡ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସଂଯୋଜକ ବଙ୍ଗନ୍ ଖିଲାରଙ୍କ ନେତୃତ୍ୱରେ ତାହାରପୁର ପଞ୍ଚାୟତ ବେରୁଣୁପୂର୍ ଗ୍ରାମରେ ଏଇ ନୂତନ ଶାଖା ଶୁଭ ଉଦଘାଟନ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଶାଖା ଉଦଘାଟନ ଉତ୍ସବରେ ଅର୍ନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଜ୍ୟ ଉପ ସଭାପତି ଶ୍ରୀ ଅରବିନ୍ଦ ଦାସ ଭାଇ, ଯାଜପୁର ଜିଲ୍ଲା ରାଷ୍ଟ୍ରୀୟ ବଜରଙ୍ଗ ଦଳର ସୁରକ୍ଷା ପ୍ରମୁଖ ବାଦଲ ନାୟକ(ଟିଙ୍କୁନି ଭାଇ) ଓ ଭାରତ ହିନ୍ଦୁରାଷ୍ଟ୍ର ସେନା ପ୍ରେସିଡେଣ୍ଟ ସୁଶିଲ କୁମାର ମଲିକ(ପରିଆ ଭାଇ)ଉପସ୍ଥିତ ରହି ନୂତନ ଶାଖାର କାର୍ଯ୍ୟକର୍ତ୍ତା ମାନଙ୍କୁ ବୌଦ୍ଧିକ ମାଧ୍ୟମରେ ସଙ୍ଗଠନର ନୀତି ଆଦର୍ଶ ବିଷ୍ୟରେ ଅବଗତ କରାଇ ଥିଲେ। ଶାଖା ପରିଚାଳନା କରିଥିଲେ ରାଷ୍ଟ୍ରୀୟ ବଜରଙ୍ଗ ଦଳ ସହ୍ ସଂଯୋଜକ ପ୍ରକାଶ ସାହୁ, ନୂତନ ଶାଖାର ନୂତନ ଦାୟିତ୍ବ ଗ୍ରହଣ କରିଥିଲେ ଶାଖା ସଯୋଜକ- ସଞ୍ଜୟ ପରିଡା, ଶାଖା ସହ ସଂଯୋଜକ, ରାଜୀବ ପରିଡା, ଶାଖା ସୂଚନା ପ୍ରମୁଖ ପଦ୍ମନାଭ ବେହେରା, ସୁରକ୍ଷା ପ୍ରମୁଖ ପ୍ରକାଶ ପରିଡା, ଶାଖା ବିଦ୍ୟାର୍ଥୀ ପ୍ରମୁଖ ସତ୍ୟବ୍ରତ ବୋଇତେଇ, ଶାଖା ଗୋ ରକ୍ଷା ପ୍ରମୁଖ ପ୍ରଦିପ କୁମାର ବୋଇତେଇ, ଶାଖା ଆଖଡ଼ା ପ୍ରମୁଖ ସୁଦର୍ଶନ ବୋଇତେଇ। ଶାଖା ଉଦଘାଟନ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ କୋରାଇର ଆରଏସଏସ କାର୍ଯ୍ୟକର୍ତ୍ତା ଦିନେଶ ନାୟକ, ରାଷ୍ଟ୍ରୀୟ ବଜରଙ୍ଗ ସୁରକ୍ଷା ପ୍ରମୁଖ ପ୍ରଦିପ ଶାଆନ୍ତାରା,ରାଷ୍ଟ୍ରୀୟ ବଜରଙ୍ଗ ଦଳ ଗୋ ରକ୍ଷା ପ୍ରମୁଖ ଅନିଲ ଦାଶ,ରାଷ୍ଟ୍ରୀୟ ବଜରଙ୍ଗ ଦଳ ଆଖଡ଼ା ପ୍ରମୁଖ ମାଧବ ଭୋଇ,ରାଷ୍ଟ୍ରୀୟ ବଜରଙ୍ଗ ଦଳ ସତସଙ୍ଗ ପ୍ରମୁଖ ସିରାଜ ମିଶ୍ର, ଅମର ନାଥ, ସରୋଜ ସାହୁ, ପ୍ରଭାତ ଧିର, ସତ୍ୟଜିତ ସାହୁ, ସଞ୍ଜୟ ମଲିକ, ଅମିତ୍ ଦାସ୍, ସୌମ୍ୟରଞ୍ଜନ ଖିଲାର୍ ସମେତ ଉପସ୍ଥିତ ଥିବା ବେଳେ ସେଷରେ ବିଶ୍ବରଂଜନ ରାଉତ ଧନ୍ୟବାଦ୍ ଅର୍ପଣ କରି ସଭା ଭଙ୍ଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking