16.1 C
Bhubaneswar
Saturday, December 20, 2025
Homeଓଡିଶାପାଣିରେ ବୁଡି ୨ ମୃତ

ପାଣିରେ ବୁଡି ୨ ମୃତ

ଆନନ୍ଦପୁର: ଗାଧୋଇବା ବେଳେ ପାଣିରେ ବୁଡି ୨ ମୃତ । ହରିଚନ୍ଦନପୁର ଥାନା ପଳାଶପାଳ ନିକଟ ଝରଣାରେ ଅଘଟଣ । ହରିଚନ୍ଦନପୁର ହସ୍ପିଟାଲରେ ରହିଛି ମୃତଦେହ । ଆଜି ଗୋଟିଏ ଦିନରେ ପାଣିରେ ବୁଡି ୬ ଜଣଙ୍କ ଜୀବନ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking