27.1 C
Bhubaneswar
Saturday, May 24, 2025
Homeଓଡିଶା୫ ଜଣଙ୍କୁ ଆଜୀବନ ସଜ୍ଜା

୫ ଜଣଙ୍କୁ ଆଜୀବନ ସଜ୍ଜା

ଝାରସୁଗୁଡା: ଗୁଣି ସନ୍ଦେହରେ ହତ୍ୟା ମାମଲାରେ ୫ ଜଣଙ୍କୁ ଆଜୀବନ ସଜ୍ଜା ଶୁଣାଇଲା କୋର୍ଟ । ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଇଛନ୍ତି ଏହି ରାୟ । ୨୦୧୭ରେ ରେଙ୍ଗାଳି ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଗୁଣି ସନ୍ଦେହକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ । ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ । ୩ ମାସ ମଧ୍ୟରେ ତଦନ୍ତ ଶେଷ କରିଥିଲା କ୍ରାଇମବ୍ରାଞ୍ଚ । ୭ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking