27.1 C
Bhubaneswar
Saturday, May 24, 2025
Homeଓଡିଶାବିଦା ହେବେ ସବୁ ପାକିସ୍ତାନୀ: ଆଇନ ମନ୍ତ୍ରୀ

ବିଦା ହେବେ ସବୁ ପାକିସ୍ତାନୀ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ରର ଭାରତରେ ରହୁଥିବା ପାକିସ୍ତାନୀଙ୍କୁ ଭାରତ ଛାଡ ନୋଟିସ୍ ପରେ ଆକ୍ସନ ମୋଡରେ ଓଡିଶା ସରକାର । ଭୁବନେଶ୍ୱରରେ ରହୁଥିବା ପାକିସ୍ତାନୀ ମହିଳା ଆଜି ଭୁବନେଶ୍ୱରରୁ ପାକିସ୍ତାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏତିକିବେଳେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ ସୂଚନା । କହିଲେ ଓଡିଶାରୁ ବିଦା ହେବେ ସବୁ ପାକିସ୍ତାନୀ । କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି । ଯେତିକି ପାକିସ୍ତାନୀ ରହୁଛନ୍ତି, ସେମାନେ ସମସ୍ତଙ୍କୁ ବିଦା କରାଯିବ । ସରକାର ନିଜ ଭୂମିକା ନିର୍ବାହ କରିବେ । କିଛି ଟେକ୍ନିକାଲ ଡିଫିକଲଟି ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking