20.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶବିବାହର ୭ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲେ ; କୋଳରୁ ଖସି ପଡ଼ି ଶିଶୁ...

ବିବାହର ୭ବର୍ଷ ପରେ ମା’ ହେବାର ସୌଭାଗ୍ୟ ପାଇଥିଲେ ; କୋଳରୁ ଖସି ପଡ଼ି ଶିଶୁ ମୃତ୍ୟୁ

ମୁମ୍ବାଇ: ମୁମ୍ବାଇ ସଂଲଗ୍ନ ଭିରାରର ପଶ୍ଚିମର ଜୟ ଭିଲା କମ୍ପ୍ଲେକ୍ସର ପିନେକଲ୍ ସୋସାଇଟିରୁ ଏକ ହୃଦୟବିଦାରକ ଘଟଣା ଘଟିଛି। ୨୧ତମ ମହଲାରୁ ପଡ଼ି ଜଣେ ସାତ ମାସର ଶିଶୁର ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପିନେକଲ୍ ସୋସାଇଟିର ୨୧ତମ ମହଲାରେ ଭିକି ସେଡାନି ଏବଂ ପୂଜା ସେଡାନି ନାମକ ଦମ୍ପତି ବସବାସ କରୁଥିଲେ। ଦୁହେଁ ଗତ ସାତମାସ ପୂର୍ବେ ଏକ ପୁତ୍ର ସନ୍ତାନର ବାପା ଓ ମା’ ହେବାର ସୌଭାଗ୍ୟ ପାଇଥିଲେ। ତେବେ ଗତ ବୁଧବାର ରାତିରେ ପୁଅ ବୃଶାଙ୍କ ଶୋଉ ନଥିଲା, ତେଣୁ ପୂଜା ତାକୁ କୋଳରେ ଧରି ମାଷ୍ଟର ବେଡରୁମରେ ବୁଲାଉଥିଲେ। ଭିକି ଓ ପୂଜା କାନ୍ଦିକାନ୍ଦି ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking