17.1 C
Bhubaneswar
Monday, December 22, 2025
Homeଓଡିଶାଜେଲ ଫେରନ୍ତା ଭାଇକୁ ପିଟି ପିଟି ହତ୍ୟା

ଜେଲ ଫେରନ୍ତା ଭାଇକୁ ପିଟି ପିଟି ହତ୍ୟା

ଗଞ୍ଜାମ: ଜେଲ ଫେରନ୍ତା ଭାଇକୁ ପିଟିପିଟି ହତ୍ୟା । ପାରିବାରିକ କଳିକୁ ନେଇ ହତ୍ୟା କଲା ବଡ ଭାଇ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ  କୋଦଳା ଥାନା ବାଦପଲ୍ଲୀ ଗାଁରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାରୀ ବଡ ଭାଇ ଓ ଭାଉଜ ଥାନାରେ ଅଟକ  ରହିଛନ୍ତି । ଘଟଣାର ତଦନ୍ତ କରୁଛି କୋଦଳା ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking