21.1 C
Bhubaneswar
Sunday, December 21, 2025
Homeଓଡିଶା୧୨ଟା ଯାଏଁ ଗୃହ ମୁଲତବି

୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଗୃହରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହ ସ୍ୱାଭାବିକ ଭାବେ ଚାଲିପାରିନାହିଁ । ବାଚସ୍ପତିଙ୍କ ପୋଡିୟମ ତଳେ  କଂଗ୍ରେସ ହୁଇସିଲ ବଜାଇ ପ୍ରତିବାଦ କରିଛି । ଏହାରି ପରେ ବାଚସ୍ପତି ହୁଇସିଲ ନ ବଜାଇବା ପାଇଁ ଅନୁରୋଧ କରିଥିଲେ । ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଛି । ବାରମ୍ବାର ଏଭଳି ହଚ୍ଚଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢୀକୁ ଗୃହକୁ  ୧୨ ଟା ଯାଏଁ ମୁଲତବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking