19.1 C
Bhubaneswar
Friday, December 19, 2025
Homeଓଡିଶାକଂଗ୍ରେସ ବିଧାୟକ କୌଣସି ଭୁଲ କରିନାହାନ୍ତି : କାଡାମ

କଂଗ୍ରେସ ବିଧାୟକ କୌଣସି ଭୁଲ କରିନାହାନ୍ତି : କାଡାମ

ଭୁବନେଶ୍ୱର : ବାଚସ୍ପତି ଡାକିଥିବା  ସର୍ୱଦଳୀୟ ବୈଠକ ବିଫଳ ହେଲା । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ନାରୀ ନିଯ୍ୟାତନା ପ୍ରସଙ୍ଗରେ ବିକ୍ଷୋଭ ଜାରି ରହିଛି । ଆଗକୁ ଆନ୍ଦୋଳନ ତୀବ୍ର ହେବ । ତାରା କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବାଚସ୍ପତି ଦାବି କଲେ । ଏହାକୁ ସହଜରେ କଂଗ୍ରେସ ଗ୍ରହଣ କରିପାରିନି । କଂଗ୍ରେସ ବିଧାୟକ କୌଣସି ଭୁଲ କରିନାହାନ୍ତି  କହିଛନ୍ତି କାଡାମ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking