ଭୁବନେଶ୍ୱର : ରାଜ୍ୟରେ ୧ ଲକ୍ଷ ୪୩ ହଜାର ୬୯୨ କୁଷ୍ଠ ରୋଗୀ ଅଛନ୍ତି । ବିଧାୟକ ଅନନ୍ତ ଜେନାଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟମନ୍ତ୍ରୀ ଉତ୍ତର ରଖିଛନ୍ତି । ୨୦୦୬ -୦୭ରେ ୫୦୮୮ କୁଷ୍ଠ ରୋଗୀ ଥିଲେ । ୨୦୧୮ -୧୯ରେ ସର୍ୱାଧିକ ୧୦ ହଜାର ୭୮୬ ଥିଲେ । ୨୦୨୩ – ୨୪ ୮୩୯୬ ରୋଗୀ ଅଛନ୍ତି ।