24.1 C
Bhubaneswar
Tuesday, December 23, 2025
Homeଓଡିଶାବିଜେଡି ମନରେ ପାପ ଅଛି: ମନ୍ତ୍ରୀ

ବିଜେଡି ମନରେ ପାପ ଅଛି: ମନ୍ତ୍ରୀ

ଭୁବନେଶ୍ୱର: ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ବୟାନ । କହିଲେ ବିଜେଡି ମନରେ ପାପ ଅଛି । ଓଡିଆ ଅସ୍ମିତା ପାଇଁ ଆମେ ସ୍ୱର ଉତ୍ତୋଳନ କରିଛୁ । ଆମ ମନରେ କୌଣସି ପାପ ନାହିଁ । ଆମେ ମହାପୁରୁଷଙ୍କୁ ସମ୍ମାନ ଦେଉ । ଏ ସରକାର ଥିବା ଯାଏଁ ଆମେ ଅବହେଳା କରିବୁନି । ବିଜୁବାବୁ ଓଡିଶାର ନୁହେଁ ବିଶ୍ୱର ବରପୁତ୍ର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking