27.1 C
Bhubaneswar
Tuesday, December 16, 2025
Homeଓଡିଶାବସକୁ ପଛରୁ ପିଟିଲା କଣ୍ଟେନର: ୫ ଗୁରୁତର

ବସକୁ ପଛରୁ ପିଟିଲା କଣ୍ଟେନର: ୫ ଗୁରୁତର

ଭୁବନେଶ୍ୱର : ବସକୁ ପଛରୁ ପିଟିଲା କଣ୍ଟେନର।  ୧୬ ନମ୍ୱର୍ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଥାନା ଛତାବର ନିକଟରେ ଦୁର୍ଘଟଣା ଘଟିଛି। ଟାଟାରୁ ପୁରୀ ଯାଉଥିବା ତୀର୍ଥଯାତ୍ରୀ ବସଟି ଛତାବର ନିକଟରେ ଟାୟାର ବଦଳାଉଥିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ବସକୁ ପଛପଟୁ ଏକ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା। ୫ ଗୁରୁତର ଓ ୫ରୁ ଅଧିକ ଆହତ। ଗୁରୁତର ଓ ଆହତମାନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୫ଜଣ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking