ଭୁବନେଶ୍ୱର : ନାବାଳକକୁ ଚାପିଦେଲା ମିଲ୍କ ଭ୍ୟାନ । ବାଲିଅନ୍ତା ସାଇଫନ ଛକଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟଛି । ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଛି । ନାବାଳକ ସାଇକେଲରେ ଯାଉଥିବା ବେଳେ ମିଲ୍କ ଭ୍ୟାନ ଚାପିଦେଇଥିଲା । ସ୍ଥାନୀୟ ବାସିନ୍ଦା ଭ୍ୟାନ ଚାଳକକୁ ନିସ୍ତୁକ ପିଟିଥିଲେ । ଉତ୍ୟକ୍ତ ଲୋକଙ୍କ କବଳରୁ ଚାଳକକୁ ପୋଲିସ ଉଦ୍ଧାର କରିଛି ।










