24.1 C
Bhubaneswar
Friday, December 26, 2025
Homeଓଡିଶାଛାତ୍ରୀ ମୃତ: ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ

ଛାତ୍ରୀ ମୃତ: ଅଚ୍ୟୁତ ସାମନ୍ତଙ୍କୁ ହାଜର ନିର୍ଦ୍ଦେଶ

ଭୁବନେଶ୍ୱର: କିଟ୍ ରେ ବିଦେଶୀ ଛାତୀ ମୃତ୍ୟୁ ମାମଲା । ହାଜର ହେବାକୁ ଅଚ୍ୟୁତ ସାମନ୍ତଙ୍କୁ ନିର୍ଦ୍ଦେଶ । ଆସନ୍ତାକାଲି ସନ୍ଧ୍ୟା ୬ ଟା ୩୦ରେ ହାଜର ନିର୍ଦ୍ଦେଶ ଦିଆଯାଇଛି । କିଟ୍ ପ୍ରତିଷ୍ଠାତା ଅଚ୍ୟିତଙ୍କୁ  ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଜର ହେବାକୁ ହେବାକୁ ନିର୍ଦ୍ଦେଶ ଦେଲା ଉଚ୍ଚଶିକ୍ଷା ବିଭାଗ । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ପାଇଁ ନିର୍ଦ୍ଦେଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking