17.1 C
Bhubaneswar
Friday, February 13, 2026
Homeଓଡିଶାହବକୁ ଗଲା   +୨ ପ୍ରଶ୍ନପତ୍ର

ହବକୁ ଗଲା   +୨ ପ୍ରଶ୍ନପତ୍ର

ଭୁବନେଶ୍ୱର : ଆଜିଠୁ ପରୀକ୍ଷା ହବକୁ ଗଲା   +୨ ପ୍ରଶ୍ନପତ୍ର । ଚଳିତ ବର୍ଷ ମୋଟ ୨୦୫ ପରୀକ୍ଷା ହବ ହୋଇଛି । ଆସନ୍ତା ୧୮ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କଡା ସୁରକ୍ଷାରେ  ୧୦ଟି  ରୁଟ ଦେଇ ୨୦୫ଟି  ପରୀକ୍ଷା ହଲକୁ ଗଲା ପ୍ରଶ୍ନପତ୍ର ।  ପରୀକ୍ଷା ଦେବେ ୩ ଲକ୍ଷ  ୯୩ ହଜାର ୬୧୮ ପରୀକ୍ଷାର୍ଥୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking