26.1 C
Bhubaneswar
Thursday, March 19, 2026
Homeଓଡିଶାଟ୍ରେନ୍‌ର ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଟ୍ରେନ୍‌ର ଟଏଲେଟ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ଟ୍ରେନ୍‌ର ଟଏଲେଟ୍‌ରୁ ଏକ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି କମ୍ପାନୀରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲେ ଓ ଉକ୍ତ ଟ୍ରେନରେ ସମ୍ବଲପୁର ଫେରୁ ଥିଲେ। ଟ୍ରେନର ନମ୍ବର ୨୦୮୦୯ ନାନ୍ଦେଡ-ସମ୍ବଲପୁର ନାଗାବଳୀ ଏକ୍ସପ୍ରେସ୍‌ ଆସି ସମ୍ବଲପୁରରେ ପହଞ୍ଚିଲା ପରେ ସୋମବାର ସକାଳେ ସଫେଇ ପାଇଁ ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନରେ ଛିଡ଼ା ହୋଇଥିଲା। ଏହି ସମୟରେ ସଫେଇ କଲାବେଳେ ଟ୍ରେନ୍‌ ଏକ ବଗିର ଟଏଲେଟ୍‌ରେ ଜଣେ ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ ଭୟଭୀତ ହେବା ସହ ରେଳବାଇ ପୋଲିସକୁ ଖବର ଦେଇଥିଲେ। ଖବରପାଇ ରେଳବାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଦେଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking