14.1 C
Bhubaneswar
Friday, December 19, 2025
Homeଦେଶ ବିଦେଶଦାଦନ ଯାଇ ବାପପୁଅ ମୃତ

ଦାଦନ ଯାଇ ବାପପୁଅ ମୃତ

ନୂଆଦିଲ୍ଲୀ : ଦାଦନ ଯାଇଥିବା ବାପପୁଅଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତାମିଲନାଡୁ ଧରମପୁରରେ କୁକୁଡା ଫାର୍ମରେ କାମ କରୁଥିଲେ ବାପ ପୁଅ ।  ମୃତକ ଦ୍ୱୟ ସିନ୍ଧେକେଲା ଥାନା ଡଙ୍ଗରପଡା ଗାଁର ହୋଇଥିବା ସୂଚନା ମିଳିଛି । ବାପପୁଅଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking