20.1 C
Bhubaneswar
Monday, December 22, 2025
Homeଓଡିଶାଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗ୍ରସ୍ତ : ବିଭନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ

ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଯାଜପୁର ଗ୍ରସ୍ତ : ବିଭନ୍ନ ଅସମ୍ପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ

ଯାଜପୁର: ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଯାଜପୁର ଗ୍ରସ୍ତ କୁ ନେଇ ଜିଲ୍ଲା ପ୍ରଶାସନର ପକ୍ଷ ରୁ ବ୍ୟାପକ ଅୟୋଜନଓ ପ୍ରସ୍ତୁତି ଚାଲିଛି ମୁଖ୍ୟ ମନ୍ତ୍ରୀ ଗ୍ରସ୍ତ କୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ବିଜେପି ଦଳ ର ବିଧାୟକ ଓ ବିଜେପି କର୍ମୀ ମାନେ ଲାଗି ପଡ଼ିଛନ୍ତି ଯାଜପୁର ରୋଡ ରେ ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳି ର ଡି ଏମ ଫଣ୍ଡ 64କୋଟି ଟଂକା ର ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ନ ଥିବ ବେଳେ ସେହି ପ୍ରକଳ୍ପ କୁ। ରଙ୍ଗ ମାରି ତରତରିଆ ଭାବ ରେ ଉଦ୍ଘାଟନ କରିବ ପ୍ରଶ୍ନ ବାଚି ସୃଷ୍ଠି କରିଛି ଏହି ପ୍ରକଳ୍ପ ରେ ଅନେଗୁଡ଼ିଏ କାର୍ଯ୍ୟ ବକି ରହିଛି ଏହି ପ୍ରକଳ୍ପ ବିଜେ ଡି ସରକାର ସମୟ ରେ କାର୍ଯ୍ୟ ହୋଇ ଥିଲା ସେହିପରି ଯେଉଁ ପ୍ରକ୍ଳପ ଗୁଡ଼ିକ ଉଦ୍ ଘାଟନ ହେବ ତାହା ବିଜେଡ଼ି ସରକାର ସମୟ କାର୍ଯ୍ୟ ଆରମ୍ଭ ହୋଇ ଥିଲା କାର୍ଯ୍ୟ ସଂପୃଣ ସମୟ ରେ ନିର୍ବାଚନ ଆଚରଣ ବିଧି ଲାଗୁ ହେବl ରୁ ଉଦୂ ଘାଟନ ହୋଇ ପାରି ନ ଥିଲା l ଏବେ ପ୍ରକଳ୍ପ ଗୁଡ଼ିକ ରେ ରଙ୍ଗ ବଦଳାଇ ଉଦ୍ ଘାଟନ କାରା ଯାଉଛି l ଆସନ୍ତା କାଲି ପୂର୍ବାହ୍ନ 10ଘଟିକା ସମୟରେ ବିମାନ ଯୋଗେ ବ୍ୟାସନଗର ସ୍ଥିତ ବ୍ୟାସ ସରୋବର ଠାରେ ଓଲ୍ହାଇ ନୂତନ ପକଳ୍ପ କୁ ଉଦଘାଟନ କରିବା ସଂଗେ ସଂଗେ ସଡ଼କ ପଥ ଦ୍ଵାରା ଯାଇ ଦଳା ସ୍ଥିତ ଟାଉନ ହଲ ର ଶୁଭ ଉଦଘାଟନ କରିବା ସଂଗେ ସଂଗେ ଚାନ୍ଦମା ପଡିଆରେ ସୁଭଦ୍ରା ଯୋଜନା ର ଚର୍ତୁଥ କିସ୍ତି ଟଙ୍କା ବଣ୍ଟନ କରାଯିବା ର କାର୍ଯ୍ୟକ୍ରମ ରହିଅଛି. ଏହା ପରେ ପାଣିକୋଇଲି ଟ୍ରମା କେୟାର ଓ ସଠିପୁର ସ୍ଥିତ ବିଜ୍ଞାନ ପାର୍କ ଉଦଘାଟନ କାର୍ଯ୍ୟକ୍ରମ ସାରି ଅପରାହ୍ନ ରେ ଯାଜପୁର ଟାଉନ ଠାରେ ଜିଲ୍ଲା ମହୋତ୍ସବ କାର୍ଯ୍ୟକ୍ରମ ରେ ଯୋଗ ଦେବl ର କାର୍ଯ୍ୟ କ୍ରମ ରହିଛି l . ଏବଂ ସମଗ୍ର ଯାଜପୁର ଜିଲ୍ଲା ର ସମସ୍ତ ମନ୍ତ୍ରୀ ବିଧାୟକ, ଓ ବିଜେପି କର୍ମୀ ମାନେ ସଭା କୁ ସାଫଲ ମଣ୍ଡିତ କରିବା ପାଇଁ ଲୋକ ଯୋଗାଡ ରେ ଲlଗିଛନ୍ତ l ବିଜେଡ଼ି ସରକାର ସମୟ ରେ ପ୍ରକଳ୍ପ ଗୁଡ଼ିକ ମୁଖ୍ୟ ମନ୍ତ୍ରୀ ଉଦ୍ ଘାଟନ କରି ବିଜେପି ଦଳ ନାମ ନେବା ପାଇଁ ଚାଲ ଚଳାଇଛି କିଛମାତ୍ରାରେ ରେ ଲାଭ ହେବ ନାହିଁ l ଯାଜପୁର ଜିଲ୍ଲା ବାସି ଠିକ ବୁଝି ପାରିଛନ୍ତି ଏହି ପ୍ରକଳ୍ପ ଗୁଡ଼ିକ କୁ ବିଜେପି ବିରୋଧ କରୁଥିଲା l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking