17.1 C
Bhubaneswar
Tuesday, December 9, 2025
Homeଓଡିଶାବାରବାଟୀ : ବରିଷ୍ଠ ନାଗରିକଙ୍କୁ ବ୍ୟାଟେରି ଗାଡି

ବାରବାଟୀ : ବରିଷ୍ଠ ନାଗରିକଙ୍କୁ ବ୍ୟାଟେରି ଗାଡି

କଟକ :ବାରବାଟୀ ଦିନିକିଆ ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା କରାଯାଇଛି । ପାର୍କିଂ ପ୍ଲେସରୁ ସିନିୟର  ସିଟିଜେନ ଗ୍ରାଉଣ୍ଡ ଯାଏଁ  ବ୍ୟାଟେରୀ  ଗାଡି । ଗ୍ୟାଲେରୀ ସାମ୍ନାରୁ ଜାଲି ହଟାଇବା ପାଇଁ ଯୋଜନା ଚାଲିଛି । ଏହାଦ୍ୱାରା  ଗ୍ୟାଲେରୀରୁ ଦର୍ଶକ ଭଲ ଭ୍ୟୁ ପାଇବେ । ମ୍ୟାଚ ଆୟୋଜନର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking