ଭୁବନେଶ୍ୱର : ଶୁଣ ସୁଭଦ୍ରା , କୁହ ସୁଭଦ୍ରା, ସେତୁ ସୁଭଦ୍ରା । ସୁଭଦ୍ରାରେ ନିଆଗଲା ଆଉ ୩ଟି ପଦକ୍ଷେପ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଶୁଣ ସୁଭଦ୍ରା : କିଛି ସନ୍ଦେହ ଥିଲେ ପଚାରି ପାରିବେ । ଯୋଗାଯୋଗ କରି ରୁଣ କେମିତି ନେବେ ବୁଝିପାରିବେ । କୁହ ସୁଭଦ୍ରା: ହିତାଧିକାରୀଙ୍କୁ କଲ କରୁଛି ବିଭାଗ । ହିତାଧିକାରୀଙ୍କୁ କଲ କରି ସୁବିଧା ଅସୁବିଧା ବୁଝୁଛି ବିଭାଗ ।










