ଭୁବନେଶ୍ୱର ; ଜଗନ୍ନାଥଙ୍କ ମାଟିରୁ ପ୍ରଥମେ ସର୍ଭେ ଆରମ୍ଭ ହୋଇଛି । ତାଲିକାରେ ପ୍ରକୃତ ଗରିବ , ନିଷ୍ପେଷିତଙ୍କ ନାଁ ନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମିଳିବ କହିଛନ୍ତି ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାଏକ । ଆବେଦନ କଲେ ସମସ୍ତଙ୍କୁ ଆବାସ ମିଳିବ । ୨୪ ବର୍ଷର ତଥ୍ୟ ଦେଖିଲେ କଷ୍ଟ ହେଉଛି କହିଲେ ମନ୍ତ୍ରୀ । ଆମ ସରକାର ଗରିବଙ୍କୁ ଉଚିତ ନ୍ୟାୟ ଦେବୁ । ଘର ନଥିବା ଲୋକଙ୍କୁ ଆମେ ଘର ଦେବୁ ।