29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶନିଆଁରେ ଜଳି ୪ ଜୀବନ୍ତ ଦଗ୍ଧ

ନିଆଁରେ ଜଳି ୪ ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶ: ନିଆଁରେ ଜଳିଯାଇ ୪ ଜୀବନ୍ତ ଦଗ୍ଧ । ଘରେ ନିଆଁ ଲାଗିବାରୁ ପରିବାରର ୪ ଜଣଙ୍କ ମୃତ୍ୟୁ ଘଚିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୩ ଜଣ ଶିଶୁ । ପରିବାରର ଅନ୍ୟ ୪ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking