14.1 C
Bhubaneswar
Friday, January 10, 2025
Homeଓଡିଶା+୨ ପରୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ସ୍କ୍ୱାଡ

+୨ ପରୀକ୍ଷା ପାଇଁ ଜିଲ୍ଲା ସ୍ତରୀୟ ସ୍କ୍ୱାଡ

ଭୁବନେଶ୍ୱର : +୨ ପରୀକ୍ଷାରେ କପି ରୋକିବା ନେଇ ଗଠନ ହେବ  ଜିଲ୍ଲା ସ୍ତରୀୟ ସ୍କ୍ୱାଡ  ା କାରଣ ପୂର୍ୱରୁ ବିଭିନ୍ନ ଜିଲ୍ଲାରେ ସ୍କ୍ୱାଡ ପହଞ୍ଚି ପାରୁ ନଥିଲେ । ରାଜ୍ୟ ସ୍ତରୀୟ ସ୍କ୍ୱାଡ ଗଠନ ହେଉଥିଲା । ଗତବର୍ଷ ପରୀକ୍ଷା ମୂଳକ ଭାବେ  ମାଲକାନଗିରି , କୋରାପୁଟ , ନବରଙ୍ଗପୁରରେ  ଜିଲ୍ଲା ସ୍ତରୀୟ ସ୍କ୍ୱାଡ କରି ସଫଳତା ମିଳିଥିଲା । ବଡ ଜିଲ୍ଲାରେ  ୨ଟି ଓ ଛୋଟ ଜିଲ୍ଲାରେ  ଗୋଟିଏ ସ୍କ୍ୱାଡ ହେବ । ପରୀକ୍ଷା ପରିଚାଳନା ଉପରେ  କଡା ନଜର ରଖିବ ସ୍କ୍ୱାଡ । ସମସ୍ତ ଖର୍ଚ୍ଚ ବହନ କରିବ ସିଏଚଏସଇ ।  ପରୀକ୍ଷା ପରିଚାଳନାରେ ରହିବେନି ଛାତ୍ରଛାତ୍ରୀଙ୍କ ସମ୍ପର୍କୀୟ । ଏନେଇ ସୂଚନା ଦେଇଛନ୍ତି  ସିଏଚଏସଇ  ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ  ପରିଡା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking