32.1 C
Bhubaneswar
Friday, May 1, 2026
Homeଓଡିଶାଘର ନିର୍ମାଣ ବେଳେ  ଜୀବନ ଗଲା

ଘର ନିର୍ମାଣ ବେଳେ  ଜୀବନ ଗଲା

ଟିଟିଲାଗଡ : କରେଣ୍ଟ  ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।  ଚିମନଭାଟିରେ ଆବାସ ଯୋଜନାରେ  ଘର କାମ ବେଳେ ଅଘଟଣ ଦେଖାଦେଇଛି । ଘଟଣାରେ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସଂପର୍କୀୟ ଗୁରୁତର ଅଛନ୍ତି  ା ଗୁରୁତରକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିବାର ଲୋକଙ୍କ ମନରେ ଦୁଃଖର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking