26.1 C
Bhubaneswar
Friday, May 1, 2026
Homeଦେଶ ବିଦେଶସାମ୍ବାଦିକଙ୍କୁ ହତ୍ୟା :  ୩ ଗିରଫ

ସାମ୍ବାଦିକଙ୍କୁ ହତ୍ୟା :  ୩ ଗିରଫ

ନୂଆଦିଲ୍ଲୀ : ଛତିଶଗଡ ବିଜାପୁରରେ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି ।  ଏନଡିଟିଭି ସାମ୍ବାଦିକଙ୍କୁ  ଅତି ନିର୍ମ ଭାବେ ହତ୍ୟା କନ୍ଥିଲେ  ଅଭିଯୁକ୍ତ । ହତ୍ୟା ମାମଲାରେ ୩  ଅଭିଯୁକ୍ତଙ୍କୁ  ଗିରଫ କଲା ବସ୍ତର ପୁଲିସ । ହତ୍ୟା ମାମଲାକୁ ନେଇ ମୁକେଶ ଚନ୍ଦ୍ରାକରଙ୍କୁ ପଟରା ଉଚରା କରାଯାଉଛି । ଜାନୁଆରୀ ୧ରୁ ସାମ୍ବାଦିକ ମୁକେଶ ନିଖୋଜ ଥିଲେ, ସେ ଟି-ସାର୍ଟ ପିନ୍ଧି ନିଜ ଘରୁ ବାହାରିଥିଲେ । କିଛି ସମୟ ପରେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା। ନିଖୋଜ ଖବର ଶୁଣି ତାଙ୍କ ଭାଇ ୟୁକେଶ ସାଙ୍ଗମାନଙ୍କ   ସହ  ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ କିନ୍ତୁ ତାଙ୍କୁ ଖୋଜିବାରେ ବିଫଳ ହୋଇଥିଲେ। ଶେଷରେ ସେ   ପୋଲିସ ନିକଟରେ ଅଭିଯୋଗ ।  ଏକ ପାଣି ଟାଙ୍କିରୁ  ମୁକେଶଙ୍କ ମୃତଦେହ ଉଦ୍ଧର କରାଯାଇଛି  ଏନେଇ ସୂଚନା ଦେଇଛି ବିଜାପୁର ପୋଲିସ  । ତାଙ୍କ ଫୁଲା ଶରୀର,  ମୁଣ୍ଡ ଏବଂ ପିଠିରେ ଏକାଧିକ ଆଘାତ ଲାଗିଥିଲା, ତାହା ତାଙ୍କ ପୋଷାକ ଦ୍ୱାରା ଚିହ୍ନଟ ହୋଇଥିଲା । ଏଭଳି ଦୁଃଖ ଖାବ ଶୁନି ମୁ ଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ ସମବେଦନା ଜଣାଇ କହିଛନ୍ତି, “ବିଜାପୁରର ଯୁବ ତଥା ଉତ୍ସର୍ଗୀକୃତ ସାମ୍ବାଦିକ ମୁକେଶ ଚନ୍ଦ୍ରକର  ଙ୍କ ହତ୍ୟା ଖବର ଅତ୍ୟନ୍ତ ଦୁ  ଖଦାୟକ ଏବଂ ହୃଦୟ ବିଦାରକ। ସାମ୍ବାଦିକତା ଏବଂ ସମାଜ ପାଇଁ ମୁକେଶ ଜୀଙ୍କର ଦେହାନ୍ତ ଏକ ଅପୂରଣୀୟ କ୍ଷତି। ” ସେ ଆହୁରି ମଧ୍ୟ କହିଛନ୍ତି, “ଦୋଷୀକୁ କୋଉ  ଣସି ପରିସ୍ଥିତିରେ ରକ୍ଷା କରାଯିବ ନାହିଁ। ଅପରାଧୀଙ୍କୁ ଯଥାଶୀଘ୍ର ଗିରଫ କରାଯିବ ଏବଂ ସେମାନଙ୍କୁ   କଠୋର ଦଣ୍ଡ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking