18.1 C
Bhubaneswar
Tuesday, January 7, 2025
Homeଓଡିଶାଜନସାଧାରଣଙ୍କର ମଙ୍ଗଳ ଓ ସୁବିଧା ପାଇଁ ଉଦ୍ଦିଷ୍ଟ

ଜନସାଧାରଣଙ୍କର ମଙ୍ଗଳ ଓ ସୁବିଧା ପାଇଁ ଉଦ୍ଦିଷ୍ଟ

ଭୁବନେଶ୍ୱର :  ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ପ୍ରେସବିଜ୍ଞପ୍ତି ଜନସାଧାରଣଙ୍କର ମଙ୍ଗଳଓସୁବିଧା ପାଇଁ ଉଦ୍ଦିଷ୍ଟଥିବା  ODA ACT ଓ RERA ACT 2017 ବିଷୟରେଓଡିଶାଭାଜପାସରକାରଙ୍କରାଜସ୍ଵମନ୍ତ୍ରୀବାରମ୍ବାରଦେଉଥିବାମନ୍ତବ୍ୟସହିତଜଡ଼ିତ।ଏହାଦୃଷ୍ଟିଗୋଚରଯେବିଗତଦୁଇମାସମଧ୍ୟରେରାଜସ୍ଵମନ୍ତ୍ରୀବାରମ୍ବାର ODA ACT ଓ RERA ACT 2017 କୁପରିବର୍ତ୍ତନକରିବାରପ୍ରୟାସବିଷୟବିଭିନ୍ନଗଣମାଧ୍ୟମରେପ୍ରକାଶକରିଛନ୍ତି।ଆମ୍ଭେସେହିବିଷୟରେବିଭିନ୍ନଜିଲ୍ଲାରସଚେତନନାଗରିକଓ RERA consultant ମାନଙ୍କସହିତଗଭୀରଆଲୋଚନାକରିଆଜିଏହିପ୍ରେସଇସ୍ତାହାରମାଧ୍ୟମରେସରକାରଙ୍କୁଅବଗତକରାଉଅଛୁକି।
1. କୃଷିପରେ Real Estate ଦ୍ୱିତୀୟସର୍ବବୃହତକର୍ମନିୟୋଜନକରିଥାଏ।ଏବଂସର୍ବାଧିକରାଜ୍ୟସ୍ୱମଧ୍ୟଦେଇଥାଏ।
2. ମାତ୍ର 2017 ପୂର୍ବରୁଏହି REAL ESTATE ବ୍ୟବସାୟରେଜଡିତଥିବାବ୍ୟବସାୟିମାନେସାରାଭାରତବର୍ଷରେସାଧାରଣଜନତାଙ୍କୁବହୁବିଧଲୁଣ୍ଠନକରିଥିବାହେତୁମାନ୍ୟବରପ୍ରଧାନମନ୍ତ୍ରୀମୋଦିଜୀଏହି central RERA ACTକୁପାର୍ଲିଆମେଣ୍ଟରେଅନୁମୋଦନଦେଇଥିଲେ।ଏବଂପରବର୍ତିସମୟରେଭାରତବର୍ଷରସମସ୍ତରାଜ୍ୟସହିତଓଡିଶାସରକାରମଧ୍ୟଏହିକେନ୍ଦ୍ରୀୟବିଧେୟକକୁଗ୍ରହଣକରିନେଇଥିଲେ।ଏହି ACT ହେବାଦ୍ୱାରା real estate ବ୍ୟବସାୟିମାନେ ORERA ( ODISHA REAL ESTATE REGULATORY AUTHORITY) ପରିସରକୁଆସିଯାଇଥିଲେଏବଂଏହାନିଶ୍ଚିତଯେଏହିନିୟମଅନ୍ତର୍ଭୁକ୍ତହେବାପରେସେମାନେସାଧାରଣଜନତାଙ୍କୁଆଉପ୍ରାୟତଃଶୋଷଣକରିପାରିନଥିଲେ।ଏବଂଏହାସମସ୍ତେମାନିନେବେଯେଜମିକୁପ୍ଲଟିଂକରିଦିକ୍ରୟକରୁଥିବାବ୍ୟବସାୟୀମାନେଅଧିକତମଭାବରେସାଧାରଣଜନତାଙ୍କୁଲୁଣ୍ଠନକରିଆସୁଛନ୍ତି।ଏହାଏକଅନିର୍ଵାଯ୍ୟକଥାଯେଯେକୌଣସିଜନହିତକରକାର୍ଯ୍ୟଓଯୋଜନାରସୁପରିଚାଳନାପାଇଁ REGULATORY AUTHORITY ଦରକାରହୁଏ।ଏବଂଏହାପ୍ରତୀୟମାନଯେ ODA ACT ଓ RERA ACTବହୁପରିମାଣରେଜନହିତକର।ତେଣୁଏହି ACT ଗୁଡିକୁବର୍ତ୍ତମାନରଭାଜପାସରକାରହଠାତପରିବର୍ତ୍ତନକରିଦେଲେଜନସାଧାରଣଙ୍କଭୟଙ୍କରଭାବରେଉତ୍ପୀଡ଼ନରଶୀକାରହେବେ।ଏହାରକାରଣନିମ୍ନରେଦିଆଗଲା।
3. Estate ବ୍ୟବସାୟକୁଜମିଦଲାଲ, ଜମିମାଫିଆଓସବରେଜିଷ୍ଟାରମାନେନିୟନ୍ତ୍ରଣକରନ୍ତି।ଏବଂଏହାସୁନିଶ୍ଚିତଯେଓଡିଶାରେଫ୍ଲାଟ,ପ୍ଲଟଇତ୍ୟାଦିରଦରଭାରତବର୍ଷରବଡବଡସହରମାନଙ୍କଠାରୁଖୁବଅଧିକ।କାରଣଜମିମାଫିଆମାନେଚାଷୀମାନଙ୍କରଘରଘରବୁଲିବିଭିନ୍ନପ୍ରକାରପ୍ରଲୋଭନଦେଖାଇସାଧାରଣଏକଏଗ୍ରୀମେଣ୍ଟମାଧ୍ୟମରେଏକରଏକରଜମିଅକ୍ତିଆରକରିରଖନ୍ତି।ଏବଂପରବର୍ତ୍ତିସମୟରେଏହିସବୁପ୍ଲଟକୁଅହେତୁକଭାବରେଚଢାଦରରେବିକ୍ରୟକରନ୍ତି।ଏବଂଜଣେବିଲଡରମଧ୍ୟସେହିଜମିମାଫିଆମାନଙ୍କଠାରୁଜମିଚଢ଼ାଦରରେକିଣିଥାଆନ୍ତି।ଯଦ୍ୱାରାଆଜିଭୁବନେଶ୍ଵରରେପ୍ଲଟକିମ୍ବାଫ୍ଲାଟରଦରଭାରତବର୍ଷରେସବୁଠାରୁଅଧିକ।ଏଦଂ ODA ACT / RERA ACT ଥାଇମଧ୍ୟବିଗତଦିନରେଜମିମାଫିଆମାନେସବରେଜିଷ୍ଟରମାନଙ୍କଜରିଆରେଜମିସବୁଖଣ୍ଡଖଣ୍ଡକରିବିକ୍ରୟକରିବାହେତୁଆଜିଓଡିଶାରସମସ୍ତସହରସମ୍ପୂର୍ଣ୍ଣଅଣଯୋଜନିତଭାବରେପରିବର୍ଧିତହେଉଛି।ଏବଂପରବର୍ତ୍ତିସମୟରେସାଧାରଣଜନତାନାହିଁନଥିବାଅସୁବିଧାରେପଡୁଛନ୍ତି।ଅସୁବିଧାଗୁଡିକସବୁହେଲାଅଣଓସାରିଆରାସ୍ତା, ଡ୍ରେନେଜରଅଭାବ ,ପାର୍କିଂରଅବ୍ୟବସ୍ଥା।ଏହିସବୁକାରଣରୁଓଡିଶାରସମସ୍ତମ୍ୟୁନିସିପାଲିଟିରେସରକାରସହରଉନ୍ନୟନକାର୍ଯ୍ୟରେଅସମ୍ଭବଭାବରେଅସୁବିଧାରେପଡନ୍ତି।ଏବଂଯେହେତୁଜମିମାଫିଆଓସବରେଜିଷ୍ଟରମାନେନିଜେଜଣେଜଣେଯୋଜନାଅଧିକାରୀଭାବରେଅନିୟମିତଓଅନିୟନ୍ତ୍ରିତଭାବରେଜମିପ୍ଲଟିଂକରିବିକ୍ରୟକରୁଛନ୍ତିମ୍ୟୁନିସିପାଲିଟିଓକର୍ପୋରେସନଅନେକସମୟରେଡ୍ରେନେଜଓରାସ୍ତାତିଆରିବାରେବହୁଅଧିକଅର୍ଥଖର୍ଚ୍ଚକରନ୍ତି।ତେଣୁଜମିକୁଖଣ୍ଡଖଣ୍ଡକରିବିକ୍ରୟକରିସରକାରଅଧିକରାଜସ୍ଵପାଇବାରଆଶାଏହିଉପରୋକ୍ତକାରଣପାଇଁଆହୁରିଅଧିକରାଜସ୍ଵହରାଇଥାଆନ୍ତି।
4. ଅନିୟମିତଓଅନିୟନ୍ତ୍ରିତ (without any regulation)ଭାବରେଯଦିଜମିଖଣ୍ଡଖଣ୍ଡକରିବିକ୍ରୟକରାଯାଏତେବେଆଗାମୀଦିନରେଓଡିଶାରସମସ୍ତସହରଅଣଯୋଜନିତଓଅସୁନ୍ଦରହୋଇଯିବ।
5. ଜମିମାଫିଆମାନେରାସ୍ତାକଡରଏକରଏକରଜମିକୁଏଗ୍ରୀମେଣ୍ଟମାଧ୍ୟମରେବର୍ଷବର୍ଷଧରିଅଧିକୃତକରିରଖୁଛନ୍ତିଏବଂପଛଜମିକୁରାସ୍ତାନଦେଇପଛଜମିରତାଷୀ/ମାଲିକଙ୍କୁଶୋଷଣକରୁଛନ୍ତି।ଏହାପାଇଁସରକାରକିଛିବିଧେୟଆଣିପାରିବେକି ?ମାତ୍ର ODA ACT କହୁଛିଜମିପ୍ଲଟିଂକରିଲେଆଉଟଆନୁମୋଦନକଲେପଛଜମିକୁରାସ୍ତାଓପାର୍କିଂଦେବାକୁବାଧ୍ୟ।ଆଉପ୍ଲଟିଂପାଇଁ ODA ACT ଓ RERA ACT କୁନମାନିଲେସାଧାରଣଜନତାଆହୁରିଅଧିକରୁଅଧିଚଶୋଷିତହେବେ।
ଏଣୁଓଡିଶାରବୁଦ୍ଧିଜୀବିଚାହାନ୍ତିସରକାର ODA ACT ,ରେନିମ୍ନଲିଖିତଅସୁବିଧାଉପରେଧ୍ୟାନଦିଅନ୍ତୁ।
* ଜମିପ୍ଲଟିଂକରିବିକ୍ରୟକରିବାକୁସମ୍ପୂର୍ଣ୍ଣଯୋଜନିତକରନ୍ତୁ।ଯେଉଁଥିରେବିକ୍ରୟକାରୀଜରୁରୀଓସାରିଆରାସ୍ତା , ସଠିକଡ୍ରେନେଜଓପାର୍କିଂବ୍ୟବସ୍ଥାଦେବାପାଇଁବାଧ୍ୟ।
* କେବଳ RERA ACT ଅନୁସାରେପାଞ୍ଚଶହବର୍ଗମିଟର( ପାଞ୍ଚହଜାରତିନିଶହଅଶୀବର୍ଗଫୁଟ ) କୁଚାଷୀନିଜରଜରୁରୀସମୟରେକିପରିଲୋକାଲମାଷ୍ଟରପ୍ଲାନକୁପଥଚ୍ୟୁତନକରିଅକ୍ଳଶରେବିକ୍ରୟକରିପାରିବତାହାରବ୍ୟବସ୍ଥାକରନ୍ତୁ।ମାତ୍ରଏହିପାଞ୍ଚଶହବର୍ଗଫୁଟନିୟମକୁକିପରିବାରମ୍ବାରପ୍ରୟୋଗନକରାଯାଏତାହାରମଧ୍ୟସୁବ୍ୟବସ୍ଥାକରିବେତାହାପ୍ରତିଧ୍ୟାନଦିଅନ୍ତୁ।
* ସରକାରଏପରିବିଧେୟକଆଣନ୍ତୁଯେପରିପଛଜମିମାଲିକକିମ୍ବାଚାଷୀଟିଏତାନିଜଜମିକୁଅକ୍ଳେଶରେରାସ୍ତାପାଇପାରିବ।
* ଜମିବିକ୍ରୟସମୟରେଆଞ୍ଚଳିକମାଷ୍ଟରପ୍ଲାନଅନୁସାରେପ୍ରାକୃତିକଜଳଶ୍ରୋତ, ପ୍ରାକୃତିକଡ୍ରେନେଜଗୁଡିକଯେପରିବିକ୍ରୟନହୋଇଯାଏତାହାରବ୍ୟବସ୍ଥାକରନ୍ତୁ।ଯାହାବର୍ତ୍ତମାନଘଟିଚାଲିଛି।
* ବିଭିନ୍ନସହରରେପୁନଃମାଷ୍ଟରପ୍ଲାନହେଉ।
* ଜମିମାଫିଆମାନେଓସବରେଜିଷ୍ଟରମାନେଜମିପ୍ଲଟିଂକାର୍ଯ୍ୟକୁସେମାନଙ୍କରନିୟନ୍ତ୍ରଣରେଯେପରିନରଖନ୍ତିତାହାରସୁବ୍ୟବସ୍ଥାକରନ୍ତୁ।
•ସରକାରଏପରିବିଧେୟକଆଣନ୍ତୁଯେପରିଜମିମାଫିଆମାନେଏକରଏକରଜମିଏଗ୍ରୀମେଣ୍ଟଜରିଆରେଏକବର୍ଷରୁଅଧିକନିଜଅଧିନରେନରଖିପାରନ୍ତି।
* ସରକାର ODA ACT ରେପରିବର୍ତ୍ତନଆଣିବାପାଇଁଚାହିଁଲେସାଧାରଣଲୋକଙ୍କମତାମତଓପରାମର୍ଶନିଅନ୍ତୁ।
* ଓରେରାଚେୟାରମ୍ୟାନପଦବୀରେକେବଳଜଣେଅଭିଜ୍ଞସିଭିଲଇଂଜିନିୟରକୁପୋଷ୍ଟିଂକରନ୍ତୁ।
* ଅଧିକରାଜସ୍ଵପାଇବାପାଇଁସହରଉନ୍ନୟନକର୍ତ୍ତୃପକ୍ଷକିମ୍ବାମ୍ୟୁନିସିପାଲଅଧିକାରୀଙ୍କୁପ୍ରବର୍ତ୍ତନଅଧିକାର( ENFORCEMENT) ଅଧିକରୁଅଧିକଦିଆଯାଉ।
* ଅଧିକରାଜସ୍ଵପାଇବାପାଇଁପ୍ଲାନିଂବିଭାଗକୁସଶକ୍ତକରନ୍ତୁ।ବର୍ତ୍ତମାନବସ୍ତୁତଃପ୍ଲାନିଂବିଭାଗକୁସମ୍ପୂର୍ଣ୍ଣଧ୍ୱସ୍ତକରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking