24.6 C
Bhubaneswar
Sunday, April 12, 2026
Homeଦେଶ ବିଦେଶପ୍ରଥମେ ଯୁବତୀଙ୍କୁ ଅପହରଣ : ତାପରେ ଦୁଷ୍କର୍ମ

ପ୍ରଥମେ ଯୁବତୀଙ୍କୁ ଅପହରଣ : ତାପରେ ଦୁଷ୍କର୍ମ

ନୂଆଦିଲ୍ଲୀ : ଡିସେମ୍ବର  ୨୧ ରେ ୧୯ ବର୍ଷୀୟ ଜଣେ ଝିଅକୁ  ହରିୟାଣାର ଗୁରୁଗ୍ରାମରେ ଥିବା ତାଙ୍କ ଘରୁ  ଅପରହଣ କରାଯାଇଛି । ଅପହରଣ କରାଯାଇ  ଜଣେ ପୁରୁଷଙ୍କୁ ବିକ୍ରି କରାଯାଇଛି ।  ଯେଉଁଠାରେ ତାଙ୍କୁ ବାରମ୍ବାର ବଳାତ୍କାର କରାଯାଉଥିଲା ।  ଝିଅଟି  ଡିସେମ୍ବର ୨୧ରୁ  ନିଖୋଜ ଥିଲା । ଡିସେମ୍ବର ୩୦ରେ  ତାଙ୍କ ମାମୁଁ ଖବର ପାଇବାରୁ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରିଛି । ଝିଅଟି ପୋଲିସ ଆଗରେ ଅଭିଯୋଗ କରିଛି ।  ପୋଲିସ ଅଭିଯୁକ୍ତଙ୍କ ବିରୋଧରେ  ମାମଲା  ରୁଜୁ କରିଛି । ଝିଅକୁ  ସୁରକ୍ଷିତ ଭାବେ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏନେଇ ଜଦନ୍ତ ଜାରି ରଖିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking