25.1 C
Bhubaneswar
Saturday, March 21, 2026
Homeଓଡିଶାବନ୍ଧୁକ  ତିଆରି କରୁଥିବା ୨ ଭାଇ ଗିରଫ        

ବନ୍ଧୁକ  ତିଆରି କରୁଥିବା ୨ ଭାଇ ଗିରଫ        

ଭୁବନେଶ୍ୱର:  ଦେଶୀ ବନ୍ଧୁକ ତିଆରି କରି ବିକ୍ରି କରୁଥିଲେ  ା ଜଣେ ଶିକାରୀକୁ ଧରି ଖୋଳତାଡ କରୁଥିବା ବେଳେ ଦୁଇ ବନ୍ଧୁକ ବେପାରୀ ଭାଇ । ଗତ ୨୫ ତାରିଖରେ କୁଲଡିହାଁ ବନବିଭାଗ ଜଣେ ଶିକାରୀକୁ ଗିରଫ କରିବା ପରେ ତା ନିକଟରୁ ଦେଶୀ ବନ୍ଧୁକ ଜବତ କରିଥିଲା । ଯାହାର ଖୋଳତାଡ କରିବା ପରେ ଉକ୍ତ ଦେଶୀ ବନ୍ଧୁକ ମାଙ୍କଡପଡା ଅଞ୍ଚଳରୁ  ତିଆରି କରାଯାଇଥିବା ଜାଣିବାକୁ ପାଇଥିଲା ବନବିଭାଗ । ଗତକାଲି ରାତିରେ  କପ୍ତିପଦା ବନ ବିଭାଗ ମାଙ୍କଡପଡା ଅଞ୍ଚଳରେ ଚଢାଉ କରି  ବନ୍ଧୁକ ଜବତ କରି ଦୁଇ ଜଣ ବେପାରୀ ଭାଇଙ୍କୁ   ଗିରଫ କରିଥିଲା । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ସାମଗ୍ରୀ  ଓ ଅନ୍ୟଆନ୍ୟ ଜିନିଷ ଜବତ କରାଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking