20.1 C
Bhubaneswar
Wednesday, December 25, 2024
Homeଓଡିଶାଶ୍ରମିକଙ୍କୁ ଫେରାଇ ଅଣାଯିବ: ଶ୍ରମମନ୍ତ୍ରୀ

ଶ୍ରମିକଙ୍କୁ ଫେରାଇ ଅଣାଯିବ: ଶ୍ରମମନ୍ତ୍ରୀ

ଭୁବନେଶ୍ୱର: ଶ୍ରମିକ ଉଦ୍ଧାର ପ୍ରସଙ୍ଗରେ ଶ୍ରମମନ୍ତ୍ରୀଙ୍କ ପ୍ରତିକ୍ରିୟା । ମାଳଦୀପରେ ୩୪ ଜଣ ଓଡିଆ ଶ୍ରମିକ ଫସିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନେଇଛୁ । କେନ୍ଦ୍ର ସରକାରଙ୍କ ଆଲୋଚନା ହୋଇସାରିଛି । ସେମାନଙ୍କ ବକେୟା ଅର୍ଥ ମଧ୍ୟ ୨ ରୁ ୩ ଦିନ ମଧ୍ୟରେ ମିଳିଯିବ । ମାଳଦୀପ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ଦରମା ମିଳିବା ପରେ ସେମାନଙ୍କୁ ଓଡିଶା ଫେରେଇ ଆଣିବୁ । ୩୪ ଶ୍ରମିକ ଗଞ୍ଜାମ ଓ ବାଣପୁର ଅଞ୍ଚଳର । ଭିଡିଓ ଆସିବା ପରେ ସରକାର ପଦକ୍ଷେପ ନେଇଛନ୍ତି । ସେହିପରି ଆଜି , ୨୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ତୁରେଇକେଲା ପୋଲିସ । ବାହାର ରାଜ୍ୟକୁ ଚାଲାଣ ବେଳେ ଦାଦନ ଶ୍ରମିକ ଉଦ୍ଧାର । ୨ ଜଣ ଦାଦନ ସର୍ଦ୍ଦାରଙ୍କୁ ବାନ୍ଧିଛି ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୪ ଶିଶୁ ଓ ୧୧ ମହିଳା ଥିଲେ । ଦାଦନ ଶ୍ରମିକ ସିନାପାଲି ଥାନା ମହେଶ୍ୱର ଗାଁ ର ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking