26.1 C
Bhubaneswar
Sunday, March 15, 2026
Homeଓଡିଶାସ୍କୁଟି ଏବଂ ବାଇକ ମୁହାଁମୁହିଁ : ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ସ୍କୁଟି ଏବଂ ବାଇକ ମୁହାଁମୁହିଁ : ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଗ୍ଲେଜ ହୋଟେଲ ନିକଟରେ ସ୍କୁଟି ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ବିଳମ୍ବିତ ରାତିରେ ଘଟିଛି ଏଇ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ମୃତ ଯୁବକ ହେଲେ ବଡ଼ ଡ଼ାଇଭଟ୍ଟା ଗାଁର ଅମିତ ବାଘ ଏବଂ ନୂଆବନ୍ଧ ସାହିର ତ୍ରିଲୋଚନ ଜାନୀ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking